Scilab/C4/ODE-Euler-methods/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Solving ODEs using Euler Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:12 Scilabରେ Euler ଓ Modified Euler methods ବ୍ୟବହାର କରି, ODEsର ସମାଧାନ କରନ୍ତୁ
00:18 ODEs କୁ ସମାଧାନ କରିବା ପାଇଁ, Scilab କୋଡ୍ ବିକଶିତ କରନ୍ତୁ
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ 12.04 OS
00:28 ଏବଂ Scilab ଭର୍ସନ୍ 5.3.3
00:32 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ Numerical Interpolation ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:40 Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:48 Euler methodରେ ଆମେ, ODEର ଗୋଟିଏ ସଠିକ୍ ଆନୁମାନିକ ସମାଧାନ ପାଇବା
00:55 ଇନିଶିଆଲ୍ ଭାଲ୍ୟୁ ସମସ୍ୟାର ସମାଧାନ ପାଇଁ, ଏହା ବ୍ୟବହୃତ ହୁଏ ଯେଉଁଠାରେ differential ସମୀକରଣର ଇନିଶିଆଲ୍ ଭାଲ୍ୟୁ ପ୍ରଦତ୍ତ ଥାଏ
01:03 continuous functionsର ସମାଧାନ ପାଇଁ, ଏହାକୁ ବ୍ୟବହାର କରାଯାଇପାରେ
01:08 ଚାଲନ୍ତୁ, Euler method ବ୍ୟବହାର କରି ଗୋଟିଏ ସମସ୍ୟାର ସମାଧାନ କରିବା
01:12 ଗୋଟିଏ initial value problem, ଆମ ପାଖରେ ଅଛି
01:15 y ଡ୍ୟାଶ୍, ବିଯୁକ୍ତ two t ବିଯୁକ୍ତ y ସହ ସମାନ ଅଟେ
01:20 yର ଇନିଶିଆଲ୍ ଭାଲ୍ୟୁ, minus one(-1) ପ୍ରଦତ୍ତ ଅଛି
01:25 ଏବଂ step length, zero point one(0.1) ପ୍ରଦତ୍ତ ଅଛି
01:29 t ଇକ୍ୱାଲ୍ ଟୁ zero ପଏଣ୍ଟ five, ସମୟରେ yର ଭାଲ୍ୟୁ ପ୍ରାପ୍ତ କରନ୍ତୁ
01:36 ଚାଲନ୍ତୁ, Euler method ପାଇଁ ଥିବା କୋଡ୍ କୁ ଦେଖିବା
01:39 Scilab ଏଡିଟର୍ ଉପରେ, Euler ଅଣ୍ଡରସ୍କୋର୍ o d e ଡଟ୍ sci କୁ ଖୋଲନ୍ତୁ
01:47 f, t init, y init, h ଓ N ଆର୍ଗୁମେଣ୍ଟ ସହିତ Euler ଅଣ୍ଡରସ୍କୋର୍ o d e ଫଙ୍କଶନ କୁ ପରିଭାଷିତ କରନ୍ତୁ
01:58 ଯେଉଁଠି: f, ସମାଧାନ ହେବାକୁ ଥିବା ଫଙ୍କଶନ୍ କୁ ସୂଚାଏ
02:01 t ସମୟର, t init ହେଉଛି ଇନିଶିଆଲ୍ ଭାଲ୍ୟୁ
02:05 yର ଇନିଶିଆଲ୍ ଭାଲ୍ୟୁ ହେଉଛି, y init
02:09 h ହେଉଛି step length ଏବଂ n ହେଉଛି ଆଇଟେରେସନର ସଂଖ୍ୟା
02:14 ତା’ପରେ, zeros ଭେକ୍ଟର୍ କୁ, t ଓ yର ଭାଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରନ୍ତୁ
02:21 t ଓ yର ଇନିଶିଆଲ୍ ଭାଲ୍ୟୁଗୁଡିକୁ, t of one ଓ y of oneରେ ଯଥାକ୍ରମରେ ସ୍ଥାପିତ କରନ୍ତୁ
02:29 yର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ, one ଠାରୁ N ପର୍ଯ୍ୟନ୍ତ ଆଇଟେରେଟ୍ କରାନ୍ତୁ
02:33 ଏଠାରେ yର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ, Euler ମେଥଡ୍ ପ୍ରୟୋଗ କରନ୍ତୁ
02:39 ଶେଷରେ, ଫଙ୍କଶନ୍ କୁ ସମାପ୍ତ କରନ୍ତୁ
02:42 Euler ଅଣ୍ଡରସ୍କୋର୍ o d e ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
02:49 ଉଦାହରଣରେ ଥିବା ସମସ୍ୟାର ସମାଧାନ ପାଇଁ, କନସୋଲ୍ କୁ ଫେରି ଯା’ନ୍ତୁ
02:54 ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ, ଟାଇପ୍ କରନ୍ତୁ:
02:56 d e f f, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଅରମ୍ଭ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, y ଡଟ୍ ସ୍କୋୟାର୍ ବ୍ରାକେଟ୍ ଶେଷ, ଇକ୍ୱାଲ୍ ଟୁ f ଅଫ୍ t କମା y ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଅରମ୍ଭ,y ଡଟ୍ ଇକ୍ୱାଲ୍ ଟୁ, parenthesis ଆରମ୍ଭ, ବିୟୋଗ two asterisk t, parenthesis ଶେଷ, ବିୟୋଗ, y ସିଙ୍ଗଲ୍ କ୍ୱୋଟ୍ ଶେଷ, parenthesis ଶେଷ
03:26 Enter ଦାବନ୍ତୁ
03:28 ଟାଇପ୍ କରନ୍ତୁ: t init ଇଜ୍ ଇକ୍ୱାଲ୍ ଟୁ zero
03:31 Enter ଦାବନ୍ତୁ
03:33 ଟାଇପ୍ କରନ୍ତୁ: y init ଇଜ୍ ଇକ୍ୱାଲ୍ ଟୁ minus one
03:38 Enter ଦାବନ୍ତୁ
03:40 ଟାଇପ୍ କରନ୍ତୁ: step length h ଇଜ୍ ଇକ୍ୱାଲ୍ ଟୁ zero point one.
03:44 Enter ଦାବନ୍ତୁ
03:46 step length ହେଉଛି, zero point one ଏବଂ ଆମକୁ, zero point five ରେ yର ଭାଲ୍ୟୁ ପ୍ରାପ୍ତ କରିବାକୁ ହେବ
03:53 ତେଣୁ, ଆଇଟେରେସନ୍ ସଂଖ୍ୟା five ହେବା ଉଚିତ
03:59 ପ୍ରତ୍ୟେକ ଆଇଟେରେସନରେ, tର ଭାଲ୍ୟୁ zero point one ବୃଦ୍ଧି ହେବ
04:05 ତେଣୁ, ଟାଇପ୍ କରନ୍ତୁ, କ୍ୟାପିଟାଲ୍ N ଇଜ୍ ଇକ୍ୱାଲ୍ ଟୁ five(N=5)
04:09 ଏବଂ Enter ଦାବନ୍ତୁ
04:11 ଫଙ୍କଶନ୍ କଲ୍ କରିବ ପାଇଁ, ଟାଇପ୍ କରନ୍ତୁ:
04:14 ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, t କମା y ସ୍କୋୟାର୍ ବ୍ରାକେଟ୍ ଶେଷ, ଇକ୍ୱାଲ୍ ଟୁ, Euler ଅଣ୍ଡରସ୍କୋର୍ o d e, parenthesis ଆରମ୍ଭ, f କମା t init କମା y init କମା h କମା capital N parenthesis ଶେଷ
04:33 Enter ଦାବନ୍ତୁ
04:35 t ଇକ୍ୱାଲ୍ ଟୁ zero point five ରେ yର ଭାଲ୍ୟୁ ପ୍ରଦର୍ଶିତ ହୋଇଛି
04:41 ବର୍ତ୍ତମାନ, Modified Euler ମେଥଡ୍ କୁ ଦେଖିବା
04:45 ଏହା ଗୋଟିଏ second order method ଓ stable two step method ଅଟେ
04:51 time stepର ଆରମ୍ଭ ଓ ଶେଷରେ, ଆମେ ଫଙ୍କଶନର ଅନୁପାତ, ପ୍ରାପ୍ତ କରିଥାଉ
04:56 ଚାଲନ୍ତୁ, Modified Euler ମେଥଡ୍ ବ୍ୟବହାର କରି, ଏହି ଉଦହରଣର ସମାଧାନ କରିବା
05:02 ଗୋଟିଏ ଫଙ୍କଶନ୍, y ଡ୍ୟାଶ୍ ଇଜ୍ ଇକ୍ୱାଲ୍ ଟୁ t ପ୍ଲସ୍ y ପ୍ଲସ୍ t y ପ୍ରଦତ୍ତ ଅଛି
05:08 yର ଇନିସିଆଲ୍ ଭାଲ୍ୟୂ ହେଉଛି, one
05:12 ଏବଂ step length ହେଉଛି zero point zero one
05:16 t ଇକ୍ୱାଲ୍ ଟୁ zero point one ସମୟରେ, Modified Euler's ମେଥଡ୍ ବ୍ୟବହାର କରି, yର ଭାଲ୍ୟୁ ପ୍ରାପ୍ତ କରନ୍ତୁ
05:25 ଚାଲନ୍ତୁ, Scilab ଏଡିଟର ଉପରେ, Modified Euler ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା
05:31 f, t init, y init, h ଓ n ଆର୍ଗୁମେଣ୍ଟଗୁଡିକ ସହିତ, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
05:39 ଯେଉଁଠି: f ହେଉଛି, ସମାଧାନ ହେବାକୁ ଥିବା ଫଙ୍କଶନ୍
05:42 t init ହେଉଛି ଇନିସିଆଲ୍ time ଭାଲ୍ୟୁ
05:45 y init ହେଉଛି, yର ଇନିସିଆଲ୍ ଭାଲ୍ୟୁ
05:49 h ହେଉଛି step length ଏବଂ
05:51 N ହେଉଛି, iterations ସଂଖ୍ୟା
05:54 ତାପରେ, ଆମେ y ଓ t ପାଇଁ, arrays କୁ ଇନିସିଆଲାଇଜ୍ କରିବା
05:58 t ଓ yର ଇନିଶିଆଲ୍ ଭାଲ୍ୟୁଗିଡିକୁ, t of one ଓ y of oneରେ ଯଥାକ୍ରମରେ ସ୍ଥାପିତ କରନ୍ତୁ
06:07 ଏଠାରେ, Modified Euler ମେଥଡ୍ ପ୍ରୟୋଗ କରନ୍ତୁ
06:11 ଏଠାରେ, time stepର ଆରମ୍ଭ ଓ ଶେଷରେ, ଆମେ yର ଅନୁପାତ, ପ୍ରାପ୍ତ କରିଥାଉ
06:17 Modi Euler ଅଣ୍ଡରସ୍କୋର୍ o d e ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
06:23 Scilab କନସୋଲ୍ କୁ ଫେରିଯା’ନ୍ତୁ
06:26 c l c ଟାଇପ୍ କରି, ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ
06:30 Enter ଦାବନ୍ତୁ
06:32 ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ, ଟାଇପ୍ କରନ୍ତୁ: d e f f, parenthesis ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଅରମ୍ଭ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, y ଡଟ୍ ସ୍କୋୟାର୍ ବ୍ରାକେଟ୍ ଶେଷ, ଇକ୍ୱାଲ୍ ଟୁ f of t କମା y ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଅରମ୍ଭ, y ଡଟ୍ ଇକ୍ୱାଲ୍ ଟୁ t ପ୍ଲସ୍ y ପ୍ଲସ୍ t asterisk y ସିଙ୍ଗଲ୍ କ୍ୱୋଟ୍ ଶେଷ, parenthesis ଶେଷ
07:01 Enter ଦାବନ୍ତୁ
07:03 t init ଇକ୍ୱାଲ୍ ଟୁ zero ଟାଇପ୍ କରି, Enter ଦାବନ୍ତୁ
07:08 y init ଇକ୍ୱାଲ୍ ଟୁ one ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:12 ଏହାପରେ, h ଇକ୍ୱାଲ୍ ଟୁ zero point zero one ଟାଇପ୍ କରନ୍ତୁ. Enter ଦାବନ୍ତୁ
07:19 ଟାଇପ୍ କରନ୍ତୁ: କ୍ୟାପିଟାଲ୍ N ଇକ୍ୱାଲ୍ ଟୁ ten
07:22 since the number of iterations should be ten to time t equal to zero point one with step length of zero point zero one.
07:34 Enter ଦାବନ୍ତୁ
07:36 ତା’ପରେ, Modi Euler ଅଣ୍ଡରସ୍କୋର୍ o d e, ଟାଇପ୍ କରି, ନିମ୍ନ ଫଙ୍କଶନ୍ କଲ୍ କରନ୍ତୁ:
07:41 ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, t କମା y ସ୍କୋୟାର୍ ବ୍ରାକେଟ୍ ଶେଷ, ଇକ୍ୱାଲ୍ ଟୁ, Modi Euler ଅଣ୍ଡରସ୍କୋର୍ o d e, parenthesis ଶେଷ, f କମା t init କମା y init କମା h କମା capital N parenthesis ଶେଷ
08:03 Enter ଦାବନ୍ତୁ
08:05 yର ଭାଲ୍ୟୁ, t ଇକ୍ୱାଲ୍ ଟୁ zero point oneରେ ପ୍ରଦର୍ଶିତ ହୋଇଛି
08:10 ସଂକ୍ଷିପ୍ତରେ
08:14 ଏହି ଟ୍ୟୁଟୋରିଆଲରେ ଆମେ, Euler ଓ modified Euler methodsପାଇଁ, Scilab କୋଡ୍ ବିକଶିତ କରିବା ଶିଖିଲେ:
08:21 Scilabରେ, ଆମେ ଏହି ମେଥଡ୍ ବ୍ୟବହାର କରି, ODEsର ସମାଧାନ କରିବା ମଧ୍ୟ ଶିଖିଲେ
08:28 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
08:32 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:35 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:42 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:45 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:49 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:55 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:00 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:13 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
09:15 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep