Scilab/C4/ODE-Applications/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Solving ODEs using Scilab ode function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:12 Scilab ode ଫଙ୍କଶନ୍ ବ୍ୟବହାର କରନ୍ତୁ
00:15 ODEsର କେତେକ ବିଶିଷ୍ଟ ଉଦାହରଣଗୁଡିକର ସମାଧାନ ଏବଂ
00:18 ସମାଧାନକୁ ପ୍ଲଟ୍ କରିବା
00:21 ବିଶିଷ୍ଟ ଉଦାହରଣଗୁଡିକ ହେଲା:
00:24 simple pendulumର ଗତି
00:26 Van der Pol ସମୀକରଣ
00:28 ଓ Lorenz ସିଷ୍ଟମ୍
00:30 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:33 ଉବୁଣ୍ଟୁ 12.04 OS
00:36 ଏବଂ Scilab ଭର୍ସନ୍ 5.3.3
00:40 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ, ଶିକ୍ଷାର୍ଥୀଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:45 ଏବଂ ODEs କୁ କିପରି ସମାଧାନ କରାଯାଏ, ଜାଣିଥିବା ଆବଶ୍ୟକ
00:48 Scilab ଶିଖିବା ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:56 ode ଫଙ୍କଶନ୍ ହେଉଛି, ଗୋଟିଏ ordinary differential equation solver
01:01 ସିଣ୍ଟାକ୍ସ ହେଉଛି, y ଇକ୍ୱାଲ୍ ଟୁ ode, ପାରେନ୍ଥେସିସ ମଧ୍ୟରେ y zero, t zero, t ଓ f
01:10 ଏଠାରେ y zero, ODEsର ଇନିଶିଆଲ୍ କଣ୍ଡିଶନ୍ ଅଟେ
01:15 t zero ହେଉଛି initial time
01:17 t ହେଉଛି time range
01:19 ଏବଂ f ହେଉଛି ଫଙ୍କଶନ୍
01:22 simple pendulumର ଗତିକୁ ବିଚାରକୁ ନିଅନ୍ତୁ
01:25 t ସମୟରେ, ଭର୍ଟିକଲ୍ ସହିତ ପେଣ୍ଡୁଲମ୍, ସୃଷ୍ଟି କରୁଥିବା କୋଣ, theta t ହେବ
01:33 ଇନିଶିଆଲ୍ କଣ୍ଡିଶନ୍ ପ୍ରଦତ୍ତ ଅଛି
01:36 theta ଅଫ୍ zero, pi ବାଏ four ସହ ସମାନ ହେବ ଏବଂ
01:39 theta ଡ୍ୟାଶ୍ ଅଫ୍ zero, ଯିରୋ ସହ ସମାନ ହେବ
01:44 ପେଣ୍ଡୁଲମର ପୋଜିଶନ୍ ନିମ୍ନରେ ପ୍ରଦତ୍ତ ଅଛି:
01:47 ଥିଟା ଡବଲ୍ ଡ୍ୟାଶ୍ t ମାଇନସ୍ g ବାଏ l ଗୁଣନ sin ଅଫ୍ ଥିଟା t ଇକ୍ୱାଲ୍ ଟୁ ଯିରୋ
01:56 ଏଠାରେ g, 9.8ମି. ବିଭକ୍ତ ସେକେଣ୍ଡର ବର୍ଗ ସହ ସମାନ, ଯାହା ଆକ୍ସିଲେରେଶନ୍ ଡ୍ୟୁ ଟୁ ଗ୍ରାଭିଟୀ ଅଟେ ଏବଂ
02:03 l, ଯିରୋ ପଏଣ୍ଟ୍ ଫାଇଭ୍ ସହ ସମାନ ଅଟେ, ଯାହା ପେଣ୍ଡୁଲମର ଦୈର୍ଘ୍ୟ ଅଟେ
02:11 ପ୍ରଦତ୍ତ ଇନିଶିଆଲ୍ କଣ୍ଡିଶନ୍ ପାଇଁ, ଆମକୁ, ଯିରୋ ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ t ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ ଫାଇଭ୍, ସମୟ ପରିସର ମଧ୍ୟରେ ODEର ସମାଧାନ କରିବାକୁ ହେବ
02:22 ସମାଧାନ କୁ ପ୍ଲଟ୍ ମଧ୍ୟ କରିବାକୁ ପଡିବ
02:25 ଚାଲନ୍ତୁ, ଏହି ସମସ୍ୟାର ସମାଧାନ ପାଇଁ ଥିବା କୋଡ୍ ଦେଖିବା
02:29 Scilab ଏଡିଟର୍ ଉପରେ, Pendulum ଡଟ୍ sci କୁ ଖୋଲନ୍ତୁ
02:34 କୋଡର ପ୍ରଥମ ଲାଇନ୍, ODE ର ଇନିଶିଆଲ୍ କଣ୍ଡିଶନ୍ କୁ ପରିଭାଷିତ କରିବ
02:40 ଇନିଶିଆଲ୍ ଟାଇମ୍ ଭାଲ୍ୟୁ କୁ ପରିଭାଷିତ କରନ୍ତୁ. ଏବଂ time range ପ୍ରଦାନ କରନ୍ତୁ
02:46 ଏହାପରେ, ପ୍ରଦତ୍ତ ସମୀକରଣ କୁ first order ODEsର ସିଷ୍ଟମ୍ ରେ ପରିବର୍ତ୍ତନ କରନ୍ତୁ
02:52 g ଓ lର ଭାଲ୍ୟୁଗୁଡିକୁ ପୁନଃସ୍ଥାପିତ କରନ୍ତୁ
02:56 ଏଠାରେ, yକୁ ପ୍ରଦତ୍ତ, ଭେରିଏବଲ ଥିଟା ଏବଂ y dash କୁ ଥିଟା ଡ୍ୟାଶ୍ ଭାବେ ଗ୍ରହଣ କରନ୍ତୁ
03:03 ଏହାପରେ ଆମେ, ଆର୍ଗୁମେଣ୍ଟ y zero, t zero, t ଓ ପେଣ୍ଡୁଲମ୍ ଫଙ୍କଶନ୍ ଗୁଡିକ ସହିତ, ode ଫଙ୍କଶନ୍ କୁ କଲ୍ କରିବା
03:12 ସମୀକରଣ ପାଇଁ ସମାଧାନ, ଗୋଟିଏ ଦୁଇ ରୋ ବିଶିଷ୍ଟ ମେଟ୍ରିକ୍ସ ହେବ
03:17 ପ୍ରଥମ ରୋ, ପ୍ରଦତ୍ତ ଟାଇମ୍ ପରିସରରେ yର ଭାଲ୍ୟୁଗୁଡିକୁ ଧାରଣ କରିବ
03:21 ଦ୍ୱିତୀୟ ରୋ, ଟାଇମ୍ ପରିସର ମଧ୍ୟରେ y dash ର ଭାଲ୍ୟୁଗୁଡିକୁ ଧାରଣ କରିବ
03:27 ତେଣୁ, time ଅନୁସାରେ, ଉଭୟ ରୋକୁ ପ୍ଲଟ୍ କରନ୍ତୁ
03:31 Pendulum ଡଟ୍ sci ଫାଇଲ୍ କୁ ସେଭ ଓ ନିଷ୍ପାଦନ କରନ୍ତୁ
03:37 y ଓ y dashର ଭାଲ୍ୟୁଗୁଡିକ, ସମୟନୁସାରେ ହେଉଥିବା ପରିବର୍ତ୍ତନ କୁ, ପ୍ଲଟ୍ ପ୍ରଦର୍ଶିତ କରିବ
03:44 Scilab କନସୋଲ୍ କୁ ଫେରିଯା’ନ୍ତୁ
03:47 ଯଦି ଆପଣ, yର ଭାଲ୍ୟୁଗୁଡିକୁ ଦେଖିବାକୁ ଚାହାଁନ୍ତି, ତେବେ କନସୋଲ୍ ଉପରେ y ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:54 y ଓ y dashର ଭାଲ୍ୟୁ ପ୍ରଦର୍ଶିତ ହେଲା
03:58 ଚାଲନ୍ତୁ, ode ଫଙ୍କଶନ୍ ବ୍ୟବହାର କରି Van der Pol ସମୀକରଣର ସମାଧାନ କରିବା
04:03 ପ୍ରଦତ୍ତ, ସମୀକରଣ ହେଉଛି-
04:06 v ଡବଲ୍ ଡ୍ୟାଶ୍ ଅଫ୍ t ପ୍ଲସ୍ epsilon ଗୁଣନ v ଅଫ୍ t ର ବର୍ଗ, ବିଯୋଗ one ଗୁଣନ v ଡ୍ୟାଶ୍ ଅଫ୍ t ପ୍ଲସ୍ v ଅଫ୍ t ଇକ୍ୱାଲ୍ ଟୁ ଯିରୋ
04:20 ଇନିଶିଆଲ୍ କଣ୍ଡିଶନଗୁଡିକ ହେଲେ, v of two ଇକ୍ୱାଲ୍ ଟୁ one ଓ v dash of two ଇକ୍ୱାଲ୍ ଟୁ zero
04:28 ଏପସାଇଲନ୍, ଯିରୋ ପଏଣ୍ଟ୍ ଏଇଟ୍ ନାଇନ୍ ସେଭେନ୍ ସହ ସମାନ୍ ବୋଲି କଳ୍ପନା କରନ୍ତୁ
04:32 ସମାଧାନ କୁ, ଟାଇମ୍ ପରିସର, two ଲେସ୍ ଦ୍ୟାନ୍ t ଲେସ୍ ଦ୍ୟାନ୍ ten ମଧ୍ୟରେ ପ୍ରାପ୍ତ କରନ୍ତୁ ଏବଂ ସମାଧାନ କୁ ପ୍ଲଟ୍ କରନ୍ତୁ
04:42 Van der Pol ସମୀକରଣ ପାଇଁ ଥିବା କୋଡ୍ କୁ ଦେଖନ୍ତୁ
04:47 Scilab ଏଡିଟର୍ କୁ ଫେରିଯା’ନ୍ତୁ ଏବଂ Vander pol ଡଟ୍ sci କୁ ଖୋଲନ୍ତୁ
04:53 ODEs ଓ timeର ଇନିଶିଆଲ୍ କଣ୍ଡିଶନଗୁଡିକୁ ପରିଭାଷିତ କରନ୍ତୁ ଏବଂ ତାପରେ time range କୁ ପରିଭାଷିତ କରନ୍ତୁ
05:01 ଯେହେତୁ, inital time value, two ପ୍ରଦତ୍ତ ଅଛି ତେଣୁ two ରୁ ଟାଇମ୍ ପରିସର ଆରମ୍ଭ କରନ୍ତୁ
05:07 ଏହାପରେ, Vander pol ଫଙ୍କଶନ୍ କୁ ପରିଭାଷିତ କରନ୍ତୁ ଏବଂ first order ODEsର ଗୋଟିଏ ସିଷ୍ଟମ୍ ନିର୍ମାଣ କରନ୍ତୁ
05:15 epsilonର ଭାଲ୍ୟୁ କୁ, ଯିରୋ ପଏଣ୍ଟ୍ ଏଇଟ୍ ନାଇନ୍ ସେଭେନ୍ ଦ୍ୱାରା ପ୍ରତିସ୍ଥାପନ କରନ୍ତୁ
05:21 ଏଠାରେ, y, voltage v କୁ ସୂଚିତ କରେ
05:25 ତା’ପରେ, ଆମେ ode ଫଙ୍କଶନ୍ କୁ କଲ୍ କରିବା ଏବଂ ସମୀକରଣ ସିଷ୍ଟମର ସମାଧାନ କରିବା
05:30 ଶେଷରେ, y ଓ y ଡ୍ୟାଶ୍ ବନାମ୍ t କୁ ପ୍ଲଟ୍ କରନ୍ତୁ
05:35 Vander pol ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
05:41 ପ୍ଲଟ୍, voltage ବନାମ୍ timeକୁ ପ୍ରଦର୍ଶିତ କରୁଅଛି
05:45 ଚାଲନ୍ତୁ, Lorenz system of equationsକୁ ଯିବା
05:50 ନିମ୍ନରେ, Lorenz system of equations ପ୍ରଦତ୍ତ ଅଛି:
05:53 x one ଡ୍ୟାଶ୍ ଇକ୍ୱାଲ୍ ଟୁ sigma ଗୁଣନ x two ବିୟୋଗ x one,
06:00 x two ଡ୍ୟାଶ୍ ଇକ୍ୱାଲ୍ ଟୁ one ପ୍ଲସ୍ r ମାଇନସ୍ x three ଗୁଣନ x one ମାଇନସ୍ x two ଏବଂ
06:08 x three ଡ୍ୟାଶ୍ ଇକ୍ୱାଲ୍ ଟୁ x one ଗୁଣଣ x two ମାଇନସ୍ b ଗୁଣନ x three.
06:16 ଇନିଶିଆଲ୍ କଣ୍ଡିଶନଗୁଡିକ ହେଲେ, x one zero ଇକ୍ୱାଲ୍ ଟୁ ମାଇନସ୍ ten, x two zero ଇକ୍ୱାଲ୍ ଟୁ ten ଓ x three zero ଇକ୍ୱାଲ୍ ଟୁ twenty five
06:29 sigma, ten ସହିତ, r, twenty eight ସହିତ ଏବଂ b, eight by three ସହିତ ସମାନ ହେବେ
06:37 Scilab ଏଡିଟର୍ କୁ ଫେରିଯା’ନ୍ତୁ ଏବଂ Lorenz ଡଟ୍ sci ଖୋଲନ୍ତୁ
06:44 ODEsର, ଇନିଶିଆଲ୍ କଣ୍ଡିଶନଗୁଡିକୁ ପରିଭାଷିତ କରି, ଆରମ୍ଭ କରିବା
06:48 ତିନୋଟି ଭିନ୍ନ ଭିନ୍ନ ODEs ଥିବା ହେତୁ, ସେଥିରେ ତିନୋଟି ଇନିଶିଆଲ୍ କଣ୍ଡିଶନ୍ ଅଛି
06:54 ତା’ପରେ ଇନିଶିଆଲ୍ ଟାଇମ୍ କଣ୍ଡିଶନ୍ କୁ ଏବଂ ଏହାପରେ time rangeକୁ ପରିଭାଷିତ କରନ୍ତୁ
07:00 Lorenz ଫଙ୍କଶନ୍ କୁ ଏବଂ ଏହାପରେ, ପ୍ରଦତ୍ତ, sigma, r ଓ b କନଷ୍ଟାଣ୍ଟଗୁଡିକୁ ପରିଭାଷିତ କରନ୍ତୁ
07:08 ଏହାପରେ, first order ODEsକୁ ପରିଭାଷିତ କରନ୍ତୁ
07:12 Lorenz system of equations କୁ ସମାଧାନ କରିବା ପାଇଁ, ode ଫଙ୍କଶନ୍ କୁ କଲ୍ କରନ୍ତୁ
07:18 ସମାଧାନ କୁ x ସହିତ ସମାନ କରନ୍ତୁ
07:21 ଏହାପରେ, ଆମେ x one, x two ଓ x three କୁ time ବିପକ୍ଷରେ ପ୍ଲଟ୍ କରିବା
07:28 Lorenz ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
07:33 x one, x two ଓ x three ବନାମ୍ time, ପ୍ଲଟ୍ ପ୍ରଦର୍ଶିତ ହେଲା
07:39 ସଂକ୍ଷିପ୍ତରେ
07:41 ଏହି ଟ୍ୟୁଟୋରିଆଲରେ ଆମେ, Scilab ode ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ODEର ସମାଧାନ କରିବା ପାଇଁ Scilab କୋଡ୍ ବିକଶିତ କରିବା, ଶିଖିଲେ
07:50 ତା’ପରେ, ସମାଧାନ କୁ ପ୍ଲଟ୍ କରବା ଶିଖିଲେ
07:53 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:56 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:59 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:06 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:09 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:13 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:36 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
08:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep