Scilab/C4/Interpolation/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Numerical Interpolation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ:
00:10 ବିଭିନ୍ନ Numerical ଇଣ୍ଟରପୋଲେଶନ୍ ଆଲଗୋରିଦମ୍ ପାଇଁ Scilab କୋଡ୍ ବିକଶିତ କରିବା
00:16 ପ୍ରଦତ୍ତ ଡାଟା ପଏଣ୍ଟ ସାହାଯ୍ୟରେ, ଫଙ୍କଶନର ନୂତନ ଭାଲ୍ୟୁ ଗଣନା କରିବା
00:21 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:24 ଉବୁଣ୍ଟୁ 12.04 OS
00:27 ଏବଂ Scilab ଭର୍ସନ୍ 5.3.3
00:31 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ Numerical Interpolation ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:40 Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:47 ନ୍ୟୁମେରିକଲ୍ ଇଣ୍ଟରପୋଲେଶନ୍, ହେଉଛି ଏକ ମେଥଡ୍, ଯାହା
00:51 ଜ୍ଞାତ ଡାଟା ପଏଣ୍ଟ୍ ପାଇଁ
00:53 ଗୋଟିଏ discrete setର ରେଞ୍ଜ ମଧ୍ୟରେ, ନୂତନ ଡାଟା ପଏଣ୍ଟ୍ ତିଆରି କରିବା
00:59 ନ୍ୟୁମେରିକଲ୍ ମେଥଡ୍ ବ୍ୟବହାର କରି, ଇଣ୍ଟରପୋଲେଶନ୍ ସମସ୍ୟାଗୁଡିକର ସମାଧାନ କରନ୍ତୁ
01:05 Lagrange ଇଣ୍ଟରପୋଲେଶନ୍ ରେ,
01:07 N ପଏଣ୍ଟ ମଧ୍ୟଦେଇ, N-1 ଡିଗ୍ରୀ ଥିବା ଏକ ପୋଲୀନୋମିଆଲ କୁ ପାସ୍ କରାନ୍ତୁ
01:12 ତା’ପରେ, ଆମେ ବିଶେଷN order polynomial y ଅଫ୍ x ପାଇବା ଯାହା, ଡାଟା ନମୁନାଗୁଡିକୁ ଇଣ୍ଟରପୋଲେଟ୍ କରିବ
01:22 ଆମ ପାଖରେ, nine, nine point five ଓ elevenର ନାଚୁରାଲ୍ ଲଗାରିଦମ୍ ଭାଲ୍ୟୁ ପ୍ରଦତ୍ତ ଅଛି
01:29 nine point twoର ନାଚୁରାଲ୍ ଲଗାରିଦମ୍ ଭାଲ୍ୟୁ ପ୍ରାପ୍ତ କରନ୍ତୁ
01:35 ଚାଲନ୍ତୁ, ଏହି ସମସ୍ୟା କୁ Lagrange ଇଣ୍ଟରପୋଲେଶନ୍ ମେଥଡ୍ ବ୍ୟବହାର କରି ସମାଧାନ କରିବା
01:41 Lagrange ଇଣ୍ଟରପୋଲେଶନ୍ ପାଇଁ ଥିବା କୋଡ୍ କୁ ଦେଖନ୍ତୁ
01:46 ଆର୍ଗୁମେଣ୍ଟ୍, x zero, x, f ଓ n ସହିତ, Lagrange ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
01:53 X zero ହେଉଛି, ଅଜ୍ଞାତ ଇଣ୍ଟରପୋଲେଶନ୍ ପଏଣ୍ଟ
01:57 x ହେଉଛି, ଡାଟା ପଏଣ୍ଟ ଧାରଣ କରିଥିବା, ଭେକ୍ଟର୍
02:01 f ହେଉଛି ଭେକ୍ଟର୍ ଯାହା, ସାଦୃଶ୍ୟ ଡାଟା ପଏଣ୍ଟରେ ଫଙ୍କଶନର ଭାଲ୍ୟୁଗୁଡିକୁ ଧାରଣ କରିଥାଏ
02:08 ଏବଂ n ହେଉଛି, ଇଣ୍ଟରପୋଲେଶନ୍ ପୋଲୀନୋମିଆଲ୍ ର କ୍ରମ
02:14 nକୁ ବ୍ୟବହାର କରି, m ଓ ଭେକ୍ଟର୍ N କୁ ଇନିଶିଆଲାଇଜ୍ କରନ୍ତୁ
02:19 ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ର କ୍ରମ, ସୃଷ୍ଟି ହୋଇଥିବା nodesର ସଂଖ୍ୟା କୁ ନିର୍ଦ୍ଧାରଣ କରେ
02:25 ଏହାପରେ, ନ୍ୟୁମେରେଟର୍ ଓ ଡିନୋମିନେଟର୍ ର ଭାଲ୍ୟୁ ପ୍ରାପ୍ତ ପାଇଁ
02:29 ଆମେ Lagrange ଇଣ୍ଟରପୋଲେଶନ୍ ଫର୍ମୁଲା ପ୍ରୟୋଗ କରିବା
02:35 ତା’ପରେ, ଆମେ Lର ଭାଲ୍ୟୁ ପାଇବା ପାଇଁ, ନ୍ୟୁମେରେଟର୍ ଓ ଡିନୋମିନେଟର୍ କୁ ଭାଗ କରିବା
02:41 ପ୍ରଦତ୍ତ ଡାଟା ପଏଣ୍ଟ୍ ରେ, ଫଙ୍କଶନ୍ yର ଭାଲ୍ୟୁ ପାଇବା ପାଇଁ, Lକୁ ବ୍ୟବହାର କରନ୍ତୁ
02:48 ଶେଷରେ, L ଓ f ଅଫ୍ x f(x)ର ଭାଲ୍ୟୁ ପ୍ରଦର୍ଶନ ହେଲା
02:53 ଚାଲନ୍ତୁ, ଆମେ ଫାଇଲ୍ କୁ, ସେଭ୍ ଓ ନିଷ୍ପାଦନ କରିବା
02:57 ଉଦାହରଣ ରେ ଥିବା ସମସ୍ୟାର ସମାଧାନ ପାଇଁ, Scilab କନସୋଲ୍ କୁ ଫେରିଯା’ନ୍ତୁ
03:02 data points ଭେକ୍ଟର୍ କୁ ପରିଭାଷିତ କରନ୍ତୁ
03:05 କନସୋଲରେ ଟାଇପ୍ କରନ୍ତୁ:
03:07 x ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ nine point zero କମା nine point five କମା eleven point zero ସ୍କୋୟାର୍ ବ୍ରାକେଟ୍ ଶେଷ
03:18 Enter ଦାବନ୍ତୁ
03:21 ତା’ପରେ ଟାଇପ୍ କରନ୍ତୁ: f ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two point one nine seven two କମା two point two five one three କମା two point three nine seven nine, ସ୍କୋୟାର୍ ବ୍ରାକେଟ୍ ଶେଷ
03:39 Enter ଦାବନ୍ତୁ
03:41 ତା’ପରେ ଟାଇପ୍ କରନ୍ତୁ: x zero ଇକ୍ୱାଲ୍ ଟୁ nine point two
03:46 Enter ଦାବନ୍ତୁ
03:48 ଚାଲନ୍ତୁ ଗୋଟିଏ, କ୍ୱାଡ୍ରାଟିକ୍ ପୋଲୀନୋମିଆଲ୍ ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ବ୍ୟବହାର କରିବା
03:53 ଟାଇପ୍ କରନ୍ତୁ: n ଇକ୍ୱାଲ୍ ଟୁ two
03:58 Enter ଦାବନ୍ତୁ
04:00 ଫଙ୍କଶନ୍ କଲ୍ କରିବା ପାଇଁ, ଟାଇପ୍ କରନ୍ତୁ:
04:02 y ଇକ୍ୱାଲ୍ ଟୁ Lagrange, parenthesis ଆରମ୍ଭ, x zero କମା x କମା f କମା n, parenthesis ଶେଷ
04:14 Enter ଦାବନ୍ତୁ
04:16 ଫଙ୍କଶନ୍, y at x equal to nine point twoର ଭାଲ୍ୟୁ ପ୍ରଦର୍ଶିତ ହେବ
04:22 ଚାଲନ୍ତୁ, Newtonଙ୍କ Divided Difference ମେଥଡ୍ କୁ ଦେଖିବା
04:26 ଏହି ମେଥଡରେ, Divided Differences recursive method ବ୍ୟବହୃତ ହୋଇଛି
04:32 ଏହା, Lagrange ମେଥଡ୍ ଅପେକ୍ଷା, କମ୍ ସଂଖ୍ୟକ କମ୍ପ୍ୟୁଟେଶନ୍ ବ୍ୟବହାର କରେ
04:38 ଏହା ସତ୍ତ୍ୱେ, Lagrange ମେଥଡ୍ ରେ ଥିବା ପରି, ସମାନ ଇଣ୍ଟରପୋଲେଟିଙ୍ଗ୍ ପୋଲୀନୋମିଆଲ୍ ସୃଷ୍ଟି ହୋଇଛି
04:47 Divided Difference ମେଥଡ୍ ବ୍ୟବହାର କରି, ଏହି ଉଦାହରଣକୁ ସମାଧାନ କରିବା
04:52 ଡାଟା ପଏଣ୍ଟଗୁଡିକ ଏବଂ
04:54 ସେହି ଡାଟା ପଏଣ୍ଟଗୁଡିକରେ, ସାଦୃଶ୍ୟ ଥିବା ଫଙ୍କଶନର ଭାଲ୍ୟୁଗୁଡିକ ପ୍ରଦତ୍ତ ଅଛି
05:00 x ଇକ୍ୱାଲ୍ ଟୁ threeରେ, ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିବା
05:05 Newton Divided Difference ମେଥଡ୍ ପାଇଁ ଥିବା କୋଡ୍ ଦେଖିବା
05:11 Scilab ଏଡିଟରରେ, Newton ଅଣ୍ଡରସ୍କୋର୍ Divided ଡଟ୍ sci, ଫାଇଲ୍ ଖୋଲନ୍ତୁ
05:18 x, f ଓ x zero ଆର୍ଗୁମେଣ୍ଟ୍ ସହିତ Newton ଅଣ୍ଡରସ୍କୋର୍ Divided, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
05:29 x ହେଉଛି, ଡାଟା ପଏଣ୍ଟ୍ କୁ ଧାରଣ କରିଥିବା, ଗୋଟିଏ ଭେକ୍ଟର୍
05:33 f ହେଉଛି ସାଦୃଶ୍ୟ ଥିବା function value ଏବଂ
05:36 x zero, ଅଜ୍ଞାତ interpolation ପଏଣ୍ଟ୍ ଅଟେ
05:41 ଆମେ ଭେକ୍ଟରର ଦୈର୍ଘ୍ୟ ପ୍ରାପ୍ତ କରିବା ଏବଂ ପରେ ଏହାକୁ n ସହିତ ସମାନ କରିବା
05:46 ଭେକ୍ଟରର ପ୍ରଥମ ଭାଲ୍ୟୁ, a of one a(1) ସହ ସମାନ ହେବ
05:51 ତା’ପରେ, ଆମେ divided difference ଆଲଗୋରିଦମ୍ ପ୍ରୟୋଗ କରିବା ଏବଂ divided difference ଟେବୁଲ କୁ କମ୍ପ୍ୟୁଟ୍ କରିବା
05:57 ଏହାପରେ, ଆମେ ନ୍ୟୁଟନ୍ ପୋଲୀନୋମିଆଲର କୋଏଫିସିଏଣ୍ଟ ତାଲିକା ପ୍ରାପ୍ତ କରିବା
06:03 ଆମେ, ପ୍ରଦତ୍ତ ଡାଟା ପଏଣ୍ଟରେ, ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିବା ପାଇଁ, କୋଏଫିସିଏଣ୍ଟ ତାଲିକା କୁ ଯୋଗ କରିବା
06:10 Newton ଅଣ୍ଡରସ୍କୋର୍ Divided ଡଟ୍ sci ଫାଇଲକୁ, ସେଭ୍ ଓ ନିଷ୍ପାଦନ କରନ୍ତୁ
06:16 Scilab କନସୋଲ୍ କୁ ଫେରିଯା’ନ୍ତୁ
06:19 c l c ଟାଇପ୍ କରି, ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ
06:22 Enter ଦାବନ୍ତୁ
06:24 ଡାଟା points ଭେକ୍ଟର୍ କୁ ପ୍ରବେଷ କରାନ୍ତୁ
06:27 ଟାଇପ୍ କରନ୍ତୁ: x ଇକ୍ୱାଲ୍ ଟୁ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two କମା two point five କମା three point two five କମା four ସ୍କୋୟାର୍ ବ୍ରାକେଟ୍ ଶେଷ
06:39 Enter ଦାବନ୍ତୁ
06:41 ଫଙ୍କଶନର ଭାଲ୍ୟୁଗୁଡିକୁ ଟାଇପ୍ କରନ୍ତୁ
06:44 f ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, zero point five କମା zero point four କମା zero point three zero seven seven କମା zero point two five ସ୍କୋୟାର୍ ବ୍ରାକେଟ୍ ଶେଷ
07:01 Enter ଦାବନ୍ତୁ
07:03 ଟାଇପ୍ କରନ୍ତୁ: x zero ଏକ୍ୱାଲ୍ ଟୁ three
07:06 Enter ଦାବନ୍ତୁ
07:08 ନିମ୍ନ ଲିଖିତ ଟାଇପ୍ କରି, କଲ୍ କରନ୍ତୁ
07:11 I P ଇକ୍ୱାଲ୍ ଟୁ Newton ଅଣ୍ଡରସ୍କୋର୍, ବିଭକ୍ତ, parenthesis ଆରମ୍ଭ x କମା f କମା x zero, parenthesis ଶେଷ
07:23 Enter ଦାବନ୍ତୁ
07:25 y at x ଇକ୍ୱାଲ୍ ଟୁ three ର ଭାଲ୍ୟୁ ପ୍ରଦର୍ଶିତ ହୋଇଛି
07:30 ସଂକ୍ଷିପ୍ତରେ
07:33 ଏହି ଟ୍ୟୁଟୋରିଆଲରେ ଆମେ, ଇଣ୍ଟରପୋଲେଶନ୍ ମେଥଡ୍ ପାଇଁ, Scilab କୋଡ୍ ବିକଶିତ କରିବା ଶିଖିଲେ:
07:40 ନୂତନ ଡାଟା ପଏଣ୍ଟରେ, ଗୋଟିଏ ଫଙ୍କଶନର ଭାଲ୍ୟୁ ପ୍ରାପ୍ତ କରିହେବା ବିଷୟ ମଧ୍ୟ ଶିଖିଲେ
07:46 Lagrange ମେଥଡ୍ ଓ Newton's Divided Difference ମେଥଡ୍ ବ୍ୟବହାର କରି, ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ
07:54 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:07 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:14 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:22 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:26 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:33 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:38 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ମହାପାତ୍ରଙ୍କ ସହ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
08:41 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep