Scilab/C4/Integration/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Composite Numerical Integration ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ର ଶେଷରେ, ଆପଣ ସମର୍ଥ ହେବେ:
00:11 ବିଭିନ୍ନ ଯୌଗିକ ନ୍ୟୁମେରିକଲ୍ ଇଣ୍ଟିଗ୍ରେସନ୍ ଆଲଗୋରିଦମ୍ ପାଇଁ, Scilab କୋଡ୍ ବିକଶିତ କରିବା ପାଇଁ
00:17 ଇଣ୍ଟେଗ୍ରାଲ୍ କୁ ସମାନ ଇଣ୍ଟର୍ଭାଲରେ ବିଭକ୍ତ କରିବା ପାଇଁ
00:21 ପ୍ରତ୍ୟେକ ଇଣ୍ଟର୍ଭାଲରେ ଆଲଗୋରିଦମ୍ କୁ ପ୍ରୟୋଗ କରିବା ପାଇଁ
00:24 ଇଣ୍ଟେଗ୍ରାଲ୍ ର ଯୌଗିକ ଭାଲ୍ୟୁ କୁ ଗଣନା କରିବା ପାଇଁ
00:28 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:30 ଉବୁଣ୍ଟୁ ଲିନକ୍ସ 12.04 OS
00:34 Scilab ଭର୍ସନ୍ 5.3.3
00:38 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ Integration using Numerical Methods ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:47 Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସର ସାହାଯ୍ୟ ନିଅନ୍ତୁ
00:55 ନ୍ୟୁମେରିକଲ୍ ଇଣ୍ଟେଗ୍ରେସନ୍ ହେଉଛି
00:58 କିପରି ଗୋଟିଏ ଇଣ୍ଟେଗ୍ରାଲ ର ନ୍ୟୁମେରିକଲ୍ ଭାଲ୍ୟୁ ପ୍ରାପ୍ତ କରିହେବ, ତାହା ଉପରେ ଅଧ୍ୟୟନ
01:03 ଯେତେବେଳେ ସଠିକ୍ ଗାଣିତିକ ଇଣ୍ଟିଗ୍ରେସନ୍ ଉପଲବ୍ଧ ନଥାଏ, ଏହା ବ୍ୟବହୃତ ହୁଏ
01:08 ଏହା, ଇଣ୍ଟେଗ୍ରାଣ୍ଡ୍ ଭାଲ୍ୟୁଗୁଡିକରୁ, ଗୋଟିଏ ଆନୁମାନିକ definite integralକୁ ନେଇଥାଏ
01:15 ଚାଲନ୍ତୁ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ଅଧ୍ୟୟନ କରିବା
01:18 ଏହା trapezoidal ruleର ଏକ୍ସଟେନସନ୍ ଅଟେ
01:22 a କମା b ଇଣ୍ଟର୍ଭାଲ୍ କୁ, n ସମାନ ସଂଖ୍ୟକ ଇଣ୍ଟର୍ଭାଲରେ ବିଭକ୍ତ କରନ୍ତୁ
01:29 ତେବେ, h ଇକ୍ୱାଲ୍ସ ଟୁ b ବିଯୋଗ a ବିଭକ୍ତ n, ଇଣ୍ଟର୍ଭାଲ୍ ର ସାଧାରଣ ଦୈର୍ଘ୍ୟ ହେବ
01:36 କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍, ହେଉଛି:
01:41 a ଠାରୁ b ଇଣ୍ଟର୍ଭାଲ୍ ରେ, F ଅଫ୍ x ଫଙ୍କଶନ୍ ର ଇଣ୍ଟେଗ୍ରାଲ୍, ଯାହା h ଗୁଣନ x ଯିରୋ ଠାରୁ xn ମଧ୍ୟରେ ଥିବା ଫଙ୍କଶନ୍ ର ଭାଲ୍ୟୁଗୁଡିକର ସମଷ୍ଟି ସହ ଆନୁମାନିକ ସମାନ ହେବ
01:57 ଚାଲନ୍ତୁ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ବ୍ୟବହାର କରି ଏକ ଉଦାହରଣ ସମାଧାନ କରିବା
02:02 ଇଣ୍ଟର୍ଭାଲ୍ ର ସଂଖ୍ୟା, ଆନୁମାନିକ n, ଯାହା ଟେନ୍ ସହ ସମାନ (n=10)
02:09 ଚାଲନ୍ତୁ, Scilab ଏଡିଟର୍ ରେ, କମ୍ପୋଜିଟ୍ ଟ୍ରପେଯୋଇଡାଲ୍ ରୁଲ୍ ପାଇଁ ଥିବା କୋଡ୍ ଦେଖିବା
02:16 ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
02:22 f, ସମାଧାନ ହେବାକୁ ଥିବା ଫଙ୍କଶନ୍ ସୂଚିତ କରେ
02:25 a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ
02:28 b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ
02:31 n ହେଉଛି, ଇଣ୍ଟର୍ଭାଲଗୁଡିକର ସଂଖ୍ୟା
02:34 ଯିରୋ ଓ ୱନ୍ ମଧ୍ୟରେ ଦଶଟି ସମାନ ଇଣ୍ଟର୍ଭାଲ୍ ତିଆରି କରିବା ପାଇଁ, linspace ଫଙ୍କଶନ୍ ବ୍ୟବହୃତ ହୁଏ
02:42 ଇଣ୍ଟେଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ ହେଲା ଏବଂ ଏହାକୁ l one ରେ ଷ୍ଟୋର୍ କରନ୍ତୁ
02:49 Scilab ଏଡିଟର୍ ଉପରେ ଥିବା, Execute ଉପରେ କ୍ଲିକ୍ କରନ୍ତୁ ଏବଂ କୋଡ୍ ପାଇଁ Save and execute ଚୟନ କରନ୍ତୁ
03:02 ଉଦାହରଣ ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ, ଟାଇପ୍ କରନ୍ତୁ:
03:05 d e f f, ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y, ଇଜ୍ ଇକ୍ୱାଲ୍ ଟୁ, f ଅଫ୍ x, କ୍ୱୋଟ୍ ଶେଷ, କମା, କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ ୱନ୍ ବିଭକ୍ତ ପାରେନ୍ଥେସିସ ଆରମ୍ଭ, ଟୁ asterisk x ପ୍ଲସ୍ ୱନ୍, ପାରେନ୍ଥେସିସ୍ ଶେଷ, କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ
03:30 Enter ଦାବନ୍ତୁ. ଟାଇପ୍ କରନ୍ତୁ: ଟ୍ରପ୍ ଅଣ୍ଡରସ୍କୋର୍ କମ୍ପୋଜିଟ୍, ପାରେନ୍ଥେସିସ ଆରମ୍ଭ, f କମା ଯିରୋ କମା ୱନ୍ କମା ଟେନ୍, ପାରେନ୍ଥେସିସ୍ ଶେଷ
03:41 Enter ଦାବନ୍ତୁ
03:43 ଉତ୍ତର, କନସୋଲ୍ ଉପରେ ପ୍ରଦର୍ଶିତ ହେବ
03:47 ଏହାପରେ ଆମେ, Composite Simpson's rule ଅଧ୍ୟୟନ କରିବା
03:51 ଏହି ନିୟମାନୁସାରେ, ଆମେ, a କମା b ଗୁଣନ n ଇଜ୍ ଗ୍ରେଟର୍ ଦ୍ୟାନ୍ 1, ଇଣ୍ଟର୍ଭାଲ୍ କୁ, ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍-ଇଣ୍ଟର୍ଭାଲ୍ ରେ ଭାଙ୍ଗି ପାରିବା
04:03 ପ୍ରତ୍ୟେକ ଇଣ୍ଟର୍ଭାଲରେ, ସିମ୍ପସନଙ୍କ ନିୟମ ପ୍ରୟୋଗ କରନ୍ତୁ
04:06 ଇଣ୍ଟେଗ୍ରାଲ୍ ରୁ ମିଳିଥିବା ଭାଲ୍ୟୁ ହେଉଛି:
04:10 h ବିଭକ୍ତ ଥ୍ରୀ ଗୁଣନ f ଯିରୋର ସମଷ୍ଟି, four ଗୁଣନ f one, two ଗୁଣନ f two to f n
04:19 Composite Simpson's rule, ବ୍ୟବହାର କରି ଏକ ଉଦାହରଣର ସମାଧାନ କରନ୍ତୁ
04:24 ୱନ୍ ରୁ ଟୁ ଇଣ୍ଟର୍ଭାଲ୍ ରେ, ଗୋଟିଏ ଫଙ୍କଶନ୍, ୱନ୍ ବିଭକ୍ତ ୱନ୍ ପ୍ଲସ୍ xର ଘନ, d x, ପ୍ରଦତ୍ତ ଅଛି
04:32 ଇଣ୍ଟର୍ଭାଲ୍ ର ସଂଖ୍ୟା, ଟ୍ୱେଣ୍ଟୀ ହେଉ
04:37 ଚାଲନ୍ତୁ, Composite Simpson's rule ପାଇଁ କୋଡ୍ ଦେଖିବା
04:42 ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
04:49 f ହେଉଛି ଫଙ୍କଶନ୍, ଯାହାର ସମାଧାନ ହେବ
04:52 a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ
04:56 b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ
04:58 n ହେଉଛି, ଇଣ୍ଟର୍ଭାଲ୍ ଗୁଡିକର ସଂଖ୍ୟା
05:02 ଆମେ, ପଏଣ୍ଟଗୁଡିକର ଦୁଇଟି ସେଟ୍ ପାଇବା
05:04 ଆମେ, ଗୋଟିଏ ସେଟ୍ ସହିତ ଫଙ୍କଶନ୍ର ଭାଲ୍ୟୁ ପାଇଲେ ଏବଂ ଏହାକୁ two ରେ ଗୁଣନ କରନ୍ତୁ
05:10 ଅନ୍ୟ ସେଟ୍ ସହିତ, ଆମେ ଭାଲ୍ୟୁ ପାଇଲେ ଏବଂ ଏହାକୁ ଫୋର୍ ସହିତ ଗୁଣନ କରନ୍ତୁ
05:16 ଏହି ସମସ୍ତ ଭାଲ୍ୟୁଗୁଡିକୁ ଯୋଗ କରନ୍ତୁ ଏବଂ h ବାଏ ଥ୍ରୀ ସହିତ ଗୁଣନ କରନ୍ତୁ ଏବଂ l ରେ ଫାଇନାଲ୍ ଭାଲ୍ୟୁ କୁ ଷ୍ଟୋର୍ କରନ୍ତୁ
05:24 କୋଡ୍ କୁ ନିଷ୍ପାଦନ କରନ୍ତୁ
05:28 Simp ଅଣ୍ଡରସ୍କୋର୍ କମ୍ପୋଜିଟ୍ ଡଟ୍ s c i ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
05:39 ସର୍ବ ପ୍ରଥମେ ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ
05:42 ଉଦାହରଣରେ ଥିବା ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ:
05:45 d e f f ପାରେନ୍ଥେସିସ୍ ଆରମ୍ଭ ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x କ୍ୱୋଟ୍ ଶେଷ କମା କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ ୱନ୍ ବିଭକ୍ତ ପାରେନ୍ଥେସିସ୍ ଆରମ୍ଭ ୱନ୍ ପ୍ଲସ୍ xର ଘନ ପାରେନ୍ଥେସିସ୍ ଶେଷ କ୍ୱୋଟ୍ ଶେଷ ପାରେନ୍ଥେସିସ୍ ଶେଷ
06:12 Enter ଦାବନ୍ତୁ
06:14 ଟାଇପ୍ କରନ୍ତୁ: Simp ଅଣ୍ଡରସ୍କୋର୍ କମ୍ପୋଜିଟ୍ ପାରେନ୍ଥେସିସ୍ ଆରମ୍ଭ f କମା ୱନ୍ କମା ଟୁ କମା ଟ୍ୱେଣ୍ଟୀ ପାରେନ୍ଥେସିସ୍ ଶେଷ
06:24 Enter ଦାବନ୍ତୁ
06:26 କନସୋଲ୍ ରେ, ଉତ୍ତର ପ୍ରଦର୍ଶିତ ହେଲା
06:31 ଚାଲନ୍ତୁ ଏବେ, Composite Midpoint Rule କୁ ଦେଖିବା
06:35 ଏହା, ୱନ୍ କିମ୍ବା କମ୍ ଡିଗ୍ରୀ ଥିବା ପୋଲୀନିମିଆଲ୍ କୁ ମିଶାଇଥାଏ
06:40 a, b ଇଣ୍ଟର୍ଭାଲ୍ କୁ, ସମାନ ଦୈର୍ଘ୍ୟ ବିଶିଷ୍ଟ ସବ୍- ଇଣ୍ଟର୍ଭାଲ୍ ରେ ବିଭକ୍ତ କରେ
06:49 ପ୍ରତ୍ୟେକ ଇଣ୍ଟର୍ଭାଲ୍ ର ମଧ୍ୟବିନ୍ଦୁ କୁ, x i ନାମ ପ୍ରାପ୍ତ ହେବ
06:54 ପ୍ରତ୍ୟେକ ମଧ୍ୟବିନ୍ଦୁ ରେ, ଇଣ୍ଟେଗ୍ରାଲ୍ ରେ ଥିବା ଭାଲ୍ୟୁଗୁଡିକର ସମଷ୍ଟି ପ୍ରାପ୍ତ ହେବ
07:00 ଚାଲନ୍ତୁ ଏହି ସମସ୍ୟାକୁ Composite Midpoint Rule ଦ୍ୱାରା ସମାଧାନ କରିବା
07:05 ଯିରୋ ଠାରୁ ୱନ୍ ପଏଣ୍ଟ୍ ଫାଇଭ୍ ଇଣ୍ଟର୍ଭାଲ୍ ମଧ୍ୟରେ, ଗୋଟିଏ ଫଙ୍କଶନ୍, ୱନ୍ ବିୟୋଗ xର ବର୍ଗ d x, ପ୍ରଦତ୍ତ ଅଛି
07:15 n, ଟ୍ୱେଣ୍ଟୀ ସହିତ ସମାନ ବୋଲି ଅନୁମାନ କରନ୍ତୁ
07:18 ଚାଲନ୍ତୁ, Composite Midpoint rule ପାଇଁ କୋଡ୍ ଦେଖିବା
07:24 ପ୍ରଥମେ, f , a , b , n ପାରାମିଟର୍ ଥିବା ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
07:30 f ହେଉଛି ଫଙ୍କଶନ୍, ଯାହାର ସମାଧାନ ହେବ
07:33 a ହେଉଛି, ଇଣ୍ଟେଗ୍ରାଲ୍ ର ନ୍ୟୁନତମ ବିନ୍ଦୁ
07:36 b ହେଉଛି, ଇଣ୍ଟେଗ୍ରାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ ଏବଂ
07:39 n ହେଉଛି, ଇଣ୍ଟର୍ଭାଲ୍ ଗୁଡିକର ସଂଖ୍ୟା
07:41 ଆମେ ପ୍ରତ୍ୟେକ ଇଣ୍ଟର୍ଭାଲ୍ ର midpoint ପାଇଲେ
07:45 ପ୍ରତ୍ୟେକ ମଧ୍ୟବିନ୍ଦୁରେ, ଇଣ୍ଟେଗ୍ରାଲ୍ ର ଭାଲ୍ୟୁ ପ୍ରାପ୍ତ କରନ୍ତୁ ଏବଂ ସମଷ୍ଟି ନିର୍ଣ୍ଣୟ କରିବା ସହ l ରେ ଷ୍ଟୋର୍ କରନ୍ତୁ
07:53 ବର୍ତ୍ତମାନ, ଉଦାହରଣର ସମାଧାନ କରନ୍ତୁ
07:55 mid ଅଣ୍ଡରସ୍କୋର୍ କମ୍ପୋଜିଟ୍ ଡଟ୍ s c i ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
08:04 ସ୍କ୍ରୀନ୍ କୁ କ୍ଲିୟର୍ କରନ୍ତୁ
08:08 ଉଦାହରଣରେ ଥିବା ଫଙ୍କଶନ୍ କୁ ପରିଭାଷିତ କରିବା ପାଇଁ ଟାଇପ୍ କରନ୍ତୁ:
08:13 d e f f, ପାରେନ୍ଥେସିସ୍ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇଜ୍ ଇକ୍ୱାଲ୍ ଟୁ f ଅଫ୍ x, କ୍ୱୋଟ୍ ଶେଷ, କମା, କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ, ୱନ୍ ବିୟୋଗ xର ବର୍ଗ, କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ
08:37 Enter ଦାବନ୍ତୁ
08:39 ତା’ପରେ ଟାଇପ୍ କରନ୍ତୁ: mid ଅଣ୍ଡରସ୍କୋର୍ କମ୍ପୋଜିଟ୍ ପାରେନ୍ଥେସିସ୍ ଆରମ୍ଭ, f କମା ଯିରୋ କମା ୱନ୍ ପଏଣ୍ଟ୍ ଫାଇଭ୍ କମା ଟ୍ୱେଣ୍ଟୀ, ପାରେନ୍ଥେସିସ୍ ଶେଷ
08:53 Enter ଦାବନ୍ତୁ. ଉତ୍ତର କନସୋଲ୍ ରେ ପ୍ରଦର୍ଶିତ ହେବ
08:59 ସଂକ୍ଷିପ୍ତରେ
09:02 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
09:04 ନ୍ୟୁମେରିକଲ ଇଣ୍ଟିଗ୍ରେସନ୍ ପାଇଁ Scilab କୋଡ୍ ବିକଶିତ କରିବା
09:08 ଗୋଟିଏ ଇଣ୍ଟେଗ୍ରାଲ୍ ର ଭାଲ୍ୟୂ ପ୍ରାପ୍ତ କରିବା ବିଷୟରେ
09:11 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:25 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
09:29 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:32 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:45 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:52 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:03 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep