Firefox/C4/Extensions/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, Mozilla Firefoxରେ ଥିବା Extensions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ Extensions କିମ୍ବା Add-ons, Extensionଗୁଡିକୁ ଇନଷ୍ଟଲ୍ କରିବା, ଗ୍ରହଣୀୟ Extensionଗୁଡିକ ବିଷୟରେ ଶିଖିବା
00:14 ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ
00:20 Firefox ବ୍ରାଉଜରକୁ ଖୋଲନ୍ତୁ
00:23 ଡିଫଲ୍ଟ ଭାବେ yahooର ହୋମ୍ ପେଜ୍ ଖୋଲିବ
00:27 Extensions କିମ୍ବା Add-ons କ’ଣ ଅଟେ?
00:29 Extensionଗୁଡିକ ଅନୁମତି ଦିଅନ୍ତି:
00:31 Firefox ବ୍ରାଉଜରରେ ନୁତନ ଫିଚରଗୁଡିକୁ ସଂଯୁକ୍ତ କରିବା ପାଇଁ
00:35 ଉପସ୍ଥିତ ଥିବା ଫିଚରଗୁଡିକୁ ବିକଷିତ କରିବା ପାଇଁ
00:37 ଆପଣଙ୍କ ପସନ୍ଦକୁ ସୁହାଇଲା ଭଳି Firefox ବ୍ରାଉଜରକୁ କଷ୍ଟମାଇଜ୍ କରିବା ପାଇଁ
00:42 Extensionଗୁଡିକ Firefox ବ୍ରାଉଜରର ଗୋଟିଏ ଅଂଶ ଅଟେ
00:45 ଏବଂ ବ୍ରାଉଜରର କ୍ଷମତାକୁ ବିକଶିତ କରିଥାଏ
00:48 ଉଦାହରଣସ୍ଵରୂପ, ଆପଣ extensionଗୁଡିକୁ ଇନଷ୍ଟଲ୍ କରିପାରିବେ ଯାହା:
00:51 ପପ୍-ଅପ୍ କିମ୍ବା ବିଜ୍ଞାପନଗୁଡିକୁ ବ୍ଲକ୍ କରିବ
00:54 ଉତ୍ପାଦଗୁଡିକର ମୂଲ୍ୟକୁ ତୂଳନା କରିଥାଏ ଏବଂ
00:56 ଅଦ୍ୟତନ ପାଣିପାଗର ସୂଚନାକୁ ମଧ୍ୟ ପ୍ରଦର୍ଶନ କରିଥାଏ
01:00 ଏକ୍ସଟେନଶନ୍ Grab and Dragକୁ ଇନଷ୍ଟଲ୍ କରନ୍ତୁ
01:03 ଅନେକ ଉପାୟରେ ୱେବ ପେଜଗୁଡିକରେ ସ୍କ୍ରୋଲ୍ କରିବା ପାଇଁ Grab and Drag ସାହାଯ୍ୟ କରିଥାଏ
01:07 ଏହା Adobe Acrobatରେ ଥିବା grab and drag ଫଙ୍କଶନ୍ ଭଳି ସମାନ ଅଟେ
01:12 Menu ବାରସ୍ଥିତ Tools ଏବଂ ତା’ପରେ Add-ons ଉପରେ କ୍ଲିକ୍ କରନ୍ତୁ
01:16 Add-ons Manager ଟାବ୍ ଖୋଲିଯିବ
01:20 ଅନ୍ୟ ଭାବେ, Add-ons Manager ଟାବକୁ ଖୋଲିବା ପାଇଁ Ctrl+Shift+A କୀଗୁଡିକୁ ମଧ୍ୟ ଦାବିପାରିବେ
01:28 Add-ons Managerରେ ଥିବା ବାମପଟ ପ୍ୟାନେଲରେ ଉପଲବ୍ଧ ଥିବା ବିକଳ୍ପଗୁଡିକ ପ୍ରଦର୍ଶିତ ହେବ
01:34 ଧ୍ୟାନଦିଅନ୍ତୁ ଯେ, ଡିଫଲ୍ଟ ଭାବେ ବିକଳ୍ପ Get Add-ons ଚୟନୀତ ହୋଇଛି
01:39 ବାମପଟ ପ୍ୟାନେଲରେ ଚୟନ ହୋଇଥିବା ବିକଳ୍ପର ବିବରଣୀ ଡାହାଣ ପଟ ପ୍ୟାନେଲ୍ ପ୍ରଦର୍ଶନ କରିବ
01:45 ତେଣୁ, ଡାହଣପଟ ପ୍ୟାନେଲ୍ Add-onsକୁ ପରିଭାଷିତ କରିବା ସହିତ ଆଡ-ଅନସଗୁଡିକ ସହିତ କିପରି କାର୍ଯ୍ୟ କରିବେ ଦର୍ଶାଇଥାଏ
01:51 ଏହା କିଛି Add-ons ତାଲିକା ମଧ୍ୟ ଦେଇଥାଏ ଯାହାକୁ ଆପଣ ଇନଷ୍ଟଲ୍ କରିପାରିବେ
01:55 ବର୍ତ୍ତମାନ, ନୁତନ Add-on- Grab and Dragକୁ ଇନଷ୍ଟଲ୍ କରିବା
01:59 ପ୍ରଥମେ, ଉପର ଭାଗ କୋଣରେ ଉପସ୍ଥିତ ଥିବା Search ବାରରେ, ଟାଇପ୍ କରନ୍ତୁ: Grab and Drag. Enter ଦାବନ୍ତୁ
02:08 ଡାହାଣ ପଟ ପ୍ୟାନେଲରେ, ବର୍ତ୍ତମାନ add-onଗୁଡିକୁ ତାଲିକାଭୁକ୍ତ କରନ୍ତୁ ଯାହା ଖୋଜୁଥିବା ନାମ ସହିତ ଭଲ ଭାବେ ମେଳ ହେଉଥିବ
02:14 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ ଟାଇଟଲରେ drag ଶବ୍ଦ ଥିବା ସମସ୍ତ ଆଡ-ଅନଗୁଡିକ ପ୍ରଦର୍ଶିତ ହୋଇଛି
02:20 ଧ୍ୟାନଦିଅନ୍ତୁ ଯେ ତାଲିକାରେ ଥିବା ପ୍ରଥମ ନାମ,Grab and Drag ଗୋଟିଏ ସଠିକ୍ ମେଳ ଅଟେ
02:26 Install ଉପରେ କ୍ଲିକ୍ କରନ୍ତୁ
02:28 ଅନେକ ସଫ୍ଟୱେରରେ, କିଛି ଆଡ-ଅନଗୁଡିକରେ end-user license agreements ଥାଇପାରେ
02:35 End-User License Agreement ଡାଇଲଗ୍ ବକ୍ସରେ ଥିବା Accept and Install ଉପରେ କ୍ଲିକ୍ କରନ୍ତୁ
02:41 Add-onର ଡାଉନଲୋଡିଙ୍ଗ ପ୍ରୋଗ୍ରେସ୍ ବାର୍ ଦୃଶ୍ୟମାନ ହେବ
02:46 ତା’ପରେ, ଗୋଟିଏ ବାର୍ତ୍ତା ଯାହା add-on will be installed ପ୍ରଦର୍ଶିତ ହେବ
02:50 ଯେତେବେଳେ ଆପଣ Mozilla Firefoxକୁ ରିଷ୍ଟାର୍ଟ କରିବେ
02:54 Restart Now ଉପରେ କ୍ଲିକ୍ କରନ୍ତୁ
02:57 Firefox ବ୍ରାଉଜର୍ ବନ୍ଦ ହେବ ଏବଂ ପୁନର୍ବାର ଖୋଲିବ
03:01 Add-ons Manager ଗୋଟିଏ ନୁତନ ଟାବରେ ଖୋଲିବ
03:05 ଧ୍ୟାନଦିଅନ୍ତୁ ଯେ Extensions ଟାବର ଡାହାଣ ପଟ ପ୍ୟାନେଲରେ Grab and Drag ଏକ୍ସଟେନଶନ୍ ପ୍ରଦର୍ଶିତ ହୋଇଛି
03:11 ପୂର୍ବ ସୋପାନଗୁଡିକର ଅନୁସରଣ କରିବା ସହିତ ଅନ୍ୟ ଏକ ଏକ୍ସଟେନଶନ୍ Scrap Bookକୁ ଇନଷ୍ଟଲ୍ କରନ୍ତୁ
03:18 Scrap Book ୱେବ୍ ପେଜଗୁଡିକୁ ସେଭ୍ ଓ ପରିଚାଳିତ କରିବା ପାଇଁ ଅନୁମତି ପ୍ରଦାନ କରିବ
03:24 ଧ୍ୟାନଦିଅନ୍ତୁ ଯେ ଇନଷ୍ଟଲେଶନ୍ ପ୍ରୋଗ୍ରେସ୍ ବାର୍ ଏବଂ Firefoxର ବନ୍ଦ ଓ ରିଷ୍ଟାର୍ଟ ବାର୍ତ୍ତା ଅଲଗା ଭାବେ ପ୍ରଦର୍ଶିତ ହୋଇନାହିଁ
03:33 ସେଗୁଡିକ Scrap Book ବାରରେ ପ୍ରଦର୍ଶିତ ହୋଇଛି
03:36 Restart Now ଉପରେ କ୍ଲିକ୍ କରନ୍ତୁ
03:40 Firefoxରେ Scrap Book ଇନଷ୍ଟଲ୍ ହୋଇଛି
03:44 ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି assignmentକୁ କରନ୍ତୁ
03:48 Firefox ବ୍ରାଉଜରରେ Add-ons Managerକୁ ଖୋଲନ୍ତୁ
03:52 ବିକଳ୍ପ Get Add-onsରେ Featured Add-ons ତାଲିକା ମଧ୍ୟରୁ ଗୋଟିଏ ନୁତନ ଆଡ-ଅନକୁ ଇନଷ୍ଟଲ୍ କରନ୍ତୁ
03:59 extensionଗୁଡିକୁ ପରିଚାଳିତ କରିବା ମାନେ ସେଗୁଡିକୁ ଆଡ୍, ଡିଲିଟ୍ କିମ୍ବା ଅପଡେଟ୍ କରିବା
04:03 Add-ons Managerରେ ଥିବା
04:06 ବିକଳ୍ପ Extensionsକୁ ବ୍ୟବହାର କରି
04:08 Firefox ବ୍ରାଉଜରରେ Add-ons Manager ଟାବ୍ ଉପରେ କ୍ଲିକ୍ କରନ୍ତୁ
04:13 ବାମପଟ ପ୍ୟାନେଲରେ ଥିବା Extensions ଉପରେ କ୍ଲିକ୍ କରନ୍ତୁ
04:16 ରାଇଟ ପ୍ୟାନେଲ୍ ବର୍ତ୍ତମାନ Extensionଗୁଡିକୁ ପ୍ରଦର୍ଶନ କରିବ ଯାହା ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ ହୋଇଛି
04:22 ScrapBook ବିଷୟରେ ଅଧିକ ଜାଣିବା ପାଇଁ, ଏହାକୁ ଚୟନ କରିବା ସହିତ More ଉପରେ କ୍ଲିକ୍ କରନ୍ତୁ
04:27 Scrap Book ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦର୍ଶିତ ହୋଇଛି
04:31 Extensionଗୁଡିକ ବିଷୟରେ ଅଧିକ ଜାଣିବା ପାଇଁ ୱେବସାଇଟ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:35 ବର୍ତ୍ତମାନ, ବାମପଟ ପ୍ୟାନେଲରେ ଥିବା ବିକଳ୍ପ Extension ଉପରେ କ୍ଲିକ୍ କରନ୍ତୁ
04:40 ଧ୍ୟାନଦିଅନ୍ତୁ ଯେ ପ୍ରତ୍ୟେକ Extension ପାଇଁ ଆପଣ preferencesକୁ ସେଟ୍, disable କରିପାରିବେ କିମ୍ବା ଏହାକୁ ବାହାର କରିପାରିବେ
04:46 Grab and Dragକୁ ଚୟନ କରିବା ସହିତ Preferences ଉପରେ କ୍ଲିକ୍ କରନ୍ତୁ
04:49 ଏହି ଡାଇଲଗ୍ ବକ୍ସକୁ ବ୍ୟବହାର କରି ଆପଣ preferencesକୁ ସେଟ୍ କରିପାରିବେ
04:53 ଡାଇଲଗ୍ ବକ୍ସକୁ ବାହାର କରିବା ପାଇଁ Cancel ଉପରେ କ୍ଲିକ୍ କରନ୍ତୁ
04:57 ବର୍ତ୍ତମାନ, Scrap Bookକୁ ଚୟନ କରିବା ସହିତ Preferencesରେ କ୍ଲିକ୍ କରନ୍ତୁ
05:01 ଧ୍ୟାନଦିଅନ୍ତୁ ଯେ Scrap Book ବିକଳ୍ପ ଥିବା ଡାଇଲଗ୍ ବକ୍ସ Grab and Drag Preferences ଡାଇଲଗ୍ ବକ୍ସ ଠାରୁ ଭିନ୍ନ ଅଟେ
05:09 ତେଣୁ ପ୍ରତ୍ୟେକ Extensionର ବିଭିନ୍ନ ସେଟିଙ୍ଗଗୁଡିକ ଅଛି ଯାହାକୁ ପରିବର୍ତ୍ତନ କରାଯାଇପାରିବ
05:13 ଯଦି ଗୋଟିଏ Extension ପାଇଁ Preferences ବଟନ୍ ଦୃଶ୍ୟମାନ ହେଉନାହିଁ,
05:17 ତେବେ ଏହା ସୂଚିତ କରୁଛି ଯେ ଏହା ପାଇଁ preferences ନାହିଁ
05:21 ScrapBook Options ଡାଇଲଗ୍ ବକ୍ସରୁ ବାହାର ହେବା ପାଇଁ Close ଉପରେ କ୍ଲିକ୍ କରନ୍ତୁ
05:26 ଅନ୍ୟ ସଫ୍ଟୱେରଗୁଡିକ ଭଳି ଆଡ-ଅନଗୁଡିକ ମଧ୍ୟ ନିୟମିତ ଅଦ୍ୟତନ ହୋଇଥା’ନ୍ତି
05:31 Scrap Bookକୁ ଅଦ୍ୟତନ କରିବା ପାଇଁ, ଏହାକୁ ଚୟନ କରନ୍ତୁ, ରାଇଟ୍ କ୍ଲିକ୍ କରିବା ସହିତ Find Updates ଉପରେ କ୍ଲିକ୍ କରନ୍ତୁ
05:37 ଯଦି Updateଗୁଡିକ ପ୍ରାପ୍ତ ହୁଏ ତେବେ Update ବଟନ୍ ଦୃଶ୍ୟମାନ ହେବ
05:42 ଆଡ-ଅନକୁ ଅଦ୍ୟତନ କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
05:47 ଯେହେତୁ Scrap Book ପାଇଁ କିଛି ବି ଅଦ୍ୟତନ ନାହିଁ, Update ବଟନ୍ ଦୃଶ୍ୟମାନ ହେବ ନାହିଁ
05:51 ଶେଷରେ, ଯଦି ଆପଣ ଗୋଟିଏ Extensionକୁ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ ତେବେ Disable ବଟନରେ କ୍ଲିକ୍ କରନ୍ତୁ
05:58 ଏବଂ ଆପଣଙ୍କ କମ୍ପ୍ୟୁଟରରୁ ଗୋଟିଏ Extensionକୁ ବାହାର କରିବା ପାଇଁ Removeରେ କ୍ଲିକ୍ କରନ୍ତୁ
06:03 ଆମେ Extensions ବିଷୟରେ ସମସ୍ତ ଶିଖିଲେ!
06:06 ବର୍ତ୍ତମାନ ଆପଣ Firefoxରେ ଅନେକ ଫଙ୍କଶନାଲିଟୀଗୁଡିକୁ ସଂଯୁକ୍ତ କରିବା ସହିତ ଟାସ୍କଗୁଡିକୁ ସୃଙ୍ଖଳିତ ଭାବେ ରଖିବା ପାଇଁ Extensionଗୁଡିକୁ ବ୍ୟବହାର କରିପାରିବେ
06:13 ଆପଣ ଅନେକ ସଂଖ୍ୟକ Add-ons ବିଷୟରେ ଶିଖିବା ପାଇଁ ବିକଳ୍ପ Get Add-onsକୁ ବ୍ୟବହାର କରିପାରିବେ
06:18 ତେବେ ଆପଣଙ୍କ ପାଇଁ ଅଧିକ ପ୍ରଯୁଜ୍ୟ କିମ୍ବା ଦରକାରୀ Add-onଗୁଡିକୁ ଚୟନ କରିବା ସହିତ ଇନଷ୍ଟଲ୍ କରିପାରିବେ
06:24 Firefox Extensions ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି Firefox ୱେବସାଇଟକୁ ଯା’ନ୍ତୁ
06:31 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:34 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Extensions, Installing Extensions, Recommended Extensions
06:42 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
06:45 ଏକ୍ସଟେନଶନ୍ WebMail Notifier ପାଇଁ ସର୍ଚ କରନ୍ତୁ ଏବଂ
06:49 ଏହାକୁ ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ କରନ୍ତୁ
06:52 ଏହି ଏକ୍ସଟେନଶନର ଫିଚରଗୁଡିକୁ ପ୍ରାପ୍ତ କରନ୍ତୁ ଏବଂ ନିଜ ମେଲ୍ ଆକାଉଣ୍ଟରେ ପାଠ ହୋଇନଥିବା ମେଲଗୁଡିକୁ ପଢିବା ପାଇଁ ଆପଣ ସେମାନଙ୍କୁ କିପରି ବ୍ୟବହାର କରିବେ ଜାଣନ୍ତୁ
07:01 ଏକ୍ସଟେନଶନକୁ ନିଷ୍କ୍ରିୟ କରନ୍ତୁ
07:03 ତା’ପରେ ଏହାକୁ Firefoxରୁ ବାହାର କରିଦିଅନ୍ତୁ
07:07 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:19 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:33 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ
07:48 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
08:00 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep