Firefox/C4/Add-ons/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Mozilla Firefoxରେ ଥିବା Advanced Firefox features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ Firefoxରେ ଥିବା ଅତି ଆଧୁନିକ ଫିଚରଗୁଡିକ ବିଷୟରେ ଶିଖିବା-

Quick find ଲିଙ୍କ Firefox ସୀଙ୍କ Plug-inଗୁଡିକ

00:19 ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ
00:26 Firefox ବ୍ରାଉଜରକୁ ଖୋଲନ୍ତୁ
00:29 ଡିଫଲ୍ଟ ଭାବେ, yahooର home page ଖୋଲିଯିବ
00:33 ବର୍ତ୍ତମାନ, Firefoxରେ ଲିଙ୍କଗୁଡିକୁ ସର୍ଚ କରିବା ବିଷୟରେ ଶିଖିବା
00:37 Firefox ଗୋଟିଏ ୱେବ୍-ପେଜ୍ ମଧ୍ୟରେ ଲିଙ୍କଗୁଡିକୁ ସର୍ଚ ଓ ପ୍ରାପ୍ତ କରିବା ପାଇଁ ଅନୁମତି ଦେଇଥାଏ
00:43 Address ବାରରେ ଟାଇପ୍ କରନ୍ତୁ: www. Google.co.in ଏବଂ Enter ଦାବନ୍ତୁ
00:51 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ କର୍ସର୍ Google search ବାର୍ ମଧ୍ୟରେ ଅବସ୍ଥିତ ଅଛି
00:58 ତା’ପରେ, ସର୍ଚ ବାରର ବାହାରେ ପେଜ୍ ଉପରେ ଯେକୌଣସି ସ୍ଥାନରେ କର୍ସରକୁ ରଖି କ୍ଲିକ୍ କରନ୍ତୁ
01:04 ବର୍ତ୍ତମାନ କୀବୋର୍ଡରେ ଥିବା apostrophe କୀକୁ ଦାବନ୍ତୁ
01:09 ୱିଣ୍ଡୋର ନିମ୍ନଭାଗ ବାମ ପଟ କୋଣରେ Quick Find links only ନାମକ ସର୍ଚ ବକ୍ସ ଦୃଶ୍ୟମାନ ହେବ
01:16 ଏହି ବକ୍ସ ମଧ୍ୟରେ Bengali ଟାଇପ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ ଲିଙ୍କ Bengali ହାଇଲାଇଟ୍ ହୋଇଛି
01:25 ବର୍ତ୍ତମାନ ଆପଣ ଗୋଟିଏ ୱେବ ପେଜ୍ ମଧ୍ୟରେ ଲିଙ୍କଗୁଡିକୁ ଶୀଘ୍ର ଓ ସହଜରେ ସର୍ଚ କରିପାରିବେ
01:31 ଧରିନିଅନ୍ତୁ, ଅନ୍ୟ କୌଣସି କମ୍ପ୍ୟୁଟର୍ କିମ୍ବା ଉପକରଣ ଯେପରି ଆପଣଙ୍କ ମୋବାଇଲ୍ ଫୋନରୁ ନିଜର settings ଓ preferences ସହିତ Firefox ବ୍ରାଉଜରକୁ ଆକ୍ସେସ୍ କରିବାକୁ ଚାହାଁନ୍ତି, ତାହା ସମ୍ଭବ କି?
01:43 ହଁ! ଫିଚର୍ Firefox Sync ଆପଣଙ୍କ ସମସ୍ତ ବ୍ରାଉଜର୍ ତଥ୍ୟଗୁଡିକ ଯେପରି, bookmarks, history ଓ installed extensionsକୁ ସୁରକ୍ଷିତ ଭାବେ ଗୋଟିଏ Mozilla serverରେ ଷ୍ଟୋର୍ କରିଥାଏ
01:55 ଆପଣ ଅନ୍ୟ କମ୍ପ୍ୟୁଟରକୁ ଏହି server ମଧ୍ୟକୁ Sync କରିପାରିବେ ଏବଂ ଆପଣଙ୍କ ବ୍ରାଉଜର୍ ଡେଟାକୁ ଆକ୍ସେସ୍ କରିପାରିବେ
02:02 ବର୍ତ୍ତମାନ, Sync ଫିଚରଗୁଡିକୁ ସକ୍ରିୟ କରନ୍ତୁ
02:06 Menu ବାରରେ ଥିବା Tools ଓ ତା’ପରେ Set Up Sync ଉପରେ କ୍ଲିକ୍ କରନ୍ତୁ. Firefox Sync Setup ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:15 ଯେହେତୁ ଆମେ Syncକୁ ପ୍ରଥମ ଥର ପାଇଁ ବ୍ୟବହାର କରୁଛେ, Create a New Account ଉପରେ କ୍ଲିକ୍ କରନ୍ତୁ
02:21 Account Details ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
02:24 ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଆମେ ଗୋଟିଏ g-mail account ସୃଷ୍ଟି କରିସାରିଛେ-
02:30 ST.USERFF@gmail.com. Email Address ଫିଲ୍ଡରେ ST.USERFF@gmail.comକୁ ପ୍ରବେଶ କରନ୍ତୁ
02:42 Choose a Password ଫିଲ୍ଡରେ ଗୋଟିଏ ପାସୱର୍ଡକୁ ପ୍ରବେଶ କରନ୍ତୁ
02:47 Confirm Password ଫିଲ୍ଡରେ ପାସୱର୍ଡକୁ ପୁନର୍ବାର ପ୍ରବେଶ କରନ୍ତୁ
02:52 ଡିଫଲ୍ଟ ଭାବେ, ସର୍ଭର୍ Firefox Sync Server ଚୟନୀତ ହୋଇଛି
02:58 ଆମେ ସେଟିଙ୍ଗଗୁଡିକୁ ପରିବର୍ତ୍ତନ କରିବା ନାହିଁ. Terms of Service ଓ Privacy Policy ବକ୍ସକୁ ଚେକ୍ କରନ୍ତୁ
03:08 Next ଉପରେ କ୍ଲିକ୍ କରନ୍ତୁ. Firefox Sync Keyକୁ ପ୍ରଦର୍ଶନ କରିବ
03:11 ଅନ୍ୟ ମେସିନଗୁଡିକରେ ନିଜର Syncକୁ ଆକ୍ସେସ୍ କରିବା ପାଇଁ ଏହି କୀକୁ ସିଷ୍ଟମରେ ନିଶ୍ଚିତରୂପେ ପ୍ରବେଶ କରନ୍ତୁ
03:18 Save ବଟନରେ କ୍ଲିକ୍ କରନ୍ତୁ. ଡାଇଲଗ୍ ବକ୍ସ Save Sync Key ଯାହା ଦୃଶ୍ୟମାନ ହେଉଛି,
03:24 ଏହା ପାଇଁ ଡେସ୍କଟପ୍ ଉପରେ ବ୍ରାଉଜ୍ କରନ୍ତୁ. Saveରେ କ୍ଲିକ୍ କରନ୍ତୁ
03:28 Firefox sync key.html ଫାଇଲ୍ ଡେସ୍କଟପ୍ ଉପରେ HTML ଫାଇଲ୍ ଭାବେ ସେଭ୍ ହୋଇଛି
03:35 ଏହି କୀକୁ ଲେଖିରଖନ୍ତୁ ଏବଂ ସଂଖ୍ୟାଟିକୁ ସେଭ୍ କରନ୍ତୁ ଯେଉଁଠାରୁ ଏହାକୁ ସହଜରେ ପ୍ରାପ୍ତ କରିପାରିବେ
03:41 ଏହି କୀକୁ ପ୍ରବେଶ ନକରି ଆପଣ ଅନ୍ୟ କମ୍ପ୍ୟୁଟର୍ ମାଧ୍ୟମରେ ଆପଣଙ୍କ Sync accountକୁ ଆକ୍ସେସ୍ କରିବା ପାଇଁ ସକ୍ଷମ ହୋଇପାରିବେ ନାହିଁ
03:48 Next ଉପରେ କ୍ଲିକ୍ କରନ୍ତୁ. Confirm you are not a Robot ଡାଇଲଗ୍ ବକ୍ସରେ
03:53 ବକ୍ସରେ ପ୍ରଦର୍ଶିତ ଶବ୍ଦଗୂଡିକୁ ପ୍ରବେଶ କରନ୍ତୁ. setup ସମ୍ପୂର୍ଣ୍ଣ ହୋଇଛି
03:59 Firefox Sync Setup ଡାଇଲଗ୍ ବକ୍ସର ବାମପଟେ ଥିବା Sync Options ବଟନ୍ ଉପରେ କ୍ଲିକ୍ କରନ୍ତୁ
04:06 ଆପଣ ଏହିଠାରେ ଆପଣଙ୍କ Sync optionsକୁ ସେଟ୍ କରିପାରିବେ
04:09 ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଆମେ ଡିଫଲ୍ଟ ବିକଳ୍ପକୁ ପରିବର୍ତ୍ତନ କରିବା ନାହିଁ. Doneରେ କ୍ଲିକ୍ କରନ୍ତୁ
04:17 Nextରେ କ୍ଲିକ୍ କରନ୍ତୁ. Firefox କଣ୍ଟେଣ୍ଟଗୁଡିକୁ ଯାଞ୍ଚ କରିବ. ତା’ପରେ Finish ବଟନ୍ ଦୃଶ୍ୟମାନ ହେବ, Finishରେ କ୍ଲିକ୍ କରନ୍ତୁ
04:25 ଆପଣଙ୍କ କମ୍ପ୍ୟୁଟରରେ Firefox Sync ସେଟ ଅପ୍ ହୋଇଯାଇଛି
04:29 ଏବଂ ବର୍ତ୍ତମାନ, ଆପଣ ଅନ୍ୟ ଏକ କମ୍ପ୍ୟୁଟରରୁ ନିଜର ବ୍ରାଉଜର୍ ଡେଟାକୁ କିପରି ଆକ୍ସେସ୍ କରିବେ?
04:35 ଆପଣଙ୍କୁ ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣକୁ Sync କରିବା ଆବଶ୍ୟକ ଅଟେ
04:40 ଏହି ଟ୍ୟୁଟୋରିଆଲ୍ ଉଦ୍ଦେଶ୍ୟରେ, ଏହି ନେର୍ଦ୍ଦେଶାବଳୀଗୁଡିକୁ ସ୍ଲାଇଡରେ ତାଲିକାଭୁକ୍ତ କରନ୍ତୁ
04:46 ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣ ସହିତ Sync କରିବା ପାଇଁ ଆପଣ ଏହି ନିର୍ଦ୍ଦେଶାବଳୀଗୁଡିକର ଅନୁସରଣ କରିପାରନ୍ତି
04:52 ଅନ୍ୟ କମ୍ପ୍ୟୁଟର୍ କିମ୍ବା ଉପକରଣରେ Firefox ବ୍ରାଉଜରକୁ ଖୋଲନ୍ତୁ
04:57 Menu ବାରସ୍ଥିତ Tools ଉପରେ ଏବଂ ତା’ପରେ Setup Firefox Sync ଉପରେ କ୍ଲିକ୍ କରନ୍ତୁ
05:03 I have a Firefox Sync accountରେ କ୍ଲିକ୍ କରନ୍ତୁ. ଆପଣଙ୍କ email-id ଓ passwordକୁ ପ୍ରବେଶ କରନ୍ତୁ
05:10 ଆପଣଙ୍କ Sync କୀକୁ ପ୍ରବେଶ କରନ୍ତୁ. Finishରେ କ୍ଲିକ୍ କରନ୍ତୁ
05:15 ବର୍ତ୍ତମାନ ଅନ୍ୟ କମ୍ପ୍ୟୁଟର୍ ମଧ୍ୟ Sync ହୋଇଯିବ. ଆପଣ ଆପଣଙ୍କ ବ୍ରାଉଜର୍ ଡେଟାକୁ ଅନ୍ୟ କମ୍ପ୍ୟୁଟରର ଟୂଲଗୁଡିକ ସାହାଯ୍ୟରେ ଆକ୍ସେସ୍ କରିପାରିବେ
05:23 ଆପଣ ନୁତନ bookmarkକୁ save କରିବା ସହିତ ଏଠାରେ ଆପଣଙ୍କ preferencesକୁ ମଧ୍ୟ ପରିବର୍ତ୍ତନ କରିପାରିବେ.
05:28 ଏହି ପରିବର୍ତ୍ତନଗୁଡିକ Sync managerରେ ଅଟୋମାଟିକାଲୀ ଅଦ୍ୟତନ ହୋଇଯିବ
05:34 ଶେଷରେ, Sync managerରେ ଅଦ୍ୟତନ ଡେଟା ସହିତ ଗୋଟିଏ ଅସଲ କମ୍ପ୍ୟୁଟରକୁ କିପରି Sync କରାଯାଏ ଚାଲନ୍ତୁ ଶିଖିବା
05:42 ବର୍ତ୍ତମାନ ମେନୁ ବାରରେ ଥିବା Toolsରେ କ୍ଲିକ୍ କରନ୍ତୁ
05:46 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ Sync options, Sync Now ଭାବେ ପ୍ରଦର୍ଶିତ ହେବ
05:51 Sync manager ସହିତ ଆପଣଙ୍କ ଡେଟାକୁ Sync କରିବା ପାଇଁ ଆପଣ ଏହା ଉପରେ କ୍ଲିକ୍ କରିପାରିବେ
05:55 ଆପଣ ଆପଣଙ୍କ Firefoxର Sync account କିମ୍ବା Sync ଡେଟାକୁ ମଧ୍ୟ ଡିଲିଟ୍ କରିପାରନ୍ତି
06:02 ଏହାକୁ କିପରି କରିବେ? ଏହା ମଧ୍ୟ ସରଳ ଅଟେ
06:06 ଗୋଟିଏ ନୁତନ ବ୍ରାଉଜରକୁ ଖୋଲନ୍ତୁ. ଆଡ୍ରେସ୍ ବାରରେ ଟାଇପ୍ କରନ୍ତୁ: https://account.services.mozilla.com. Enter ଦାବନ୍ତୁ
06:21 Usernameରେ ପ୍ରବେଶ କରନ୍ତୁ: ST.USERFF@gmail.com
06:28 ବର୍ତ୍ତମାନ ପାସୱର୍ଡକୁ ପ୍ରବେଶ କରନ୍ତୁ. Loginରେ କ୍ଲିକ୍ କରନ୍ତୁ
06:33 Firefox Sync ୱେବପେଜ୍ ଖୋଲିବ
06:36 ଆପଣ ବର୍ତ୍ତମାନ Firefoxର ସେଟିଙ୍ଗ ଓ ଡେଟାକୁ ରୂପାନ୍ତର କରିପାରିବେ
06:40 ବର୍ତ୍ତମାନ ଏହି ପେଜରୁ ଲଗ ଆଉଟ୍ କରନ୍ତୁ
06:43 ବର୍ତ୍ତମାନ, plug-inଗୁଡିକ ବିଷୟରେ ଶିଖିବା. Plug-in ଗୋଟିଏ କ’ଣ?
06:49 plug-in ଗୋଟିଏ ସଫ୍ଟୱେର୍ ପ୍ରୋଗ୍ରାମ୍ ଯାହା Firefox ବ୍ରାଉଜରରେ ଗୋଟିଏ ନିର୍ଦ୍ଦିଷ୍ଟ ଫଙ୍କଶନାଲିଟୀକୁ ସଂଯୁକ୍ତ କରିଥାଏ
06:57 ଯାହାହେଉ, plug-inଗୁଡିକ extensions ଠାରୁ ଭିନ୍ନ ଅଟେ
07:00 plug-inଗୁଡିକ ପ୍ରୋଗ୍ରାମ୍ ଅଟନ୍ତି ଯାହା ଅନ୍ୟ କମ୍ପାନୀମାନଙ୍କ ଦ୍ଵାରା ସୃଷ୍ଟି କରାଯାଇଥାଏ
07:04 Plug-inଗୁଡିକ Firefox ବ୍ରାଉଜରରେ ଥାର୍ଡ ପାର୍ଟୀ ପ୍ରୋଗ୍ରାମଗୁଡିକୁ ସଂଯୁକ୍ତ କରିଥା’ନ୍ତି
07:10 Plug-inଗୁଡିକ ଆପଣଙ୍କୁ videoଗୁଡିକୁ ଚଲାଇବା, ମଲ୍ଟି-ମେଡିଆ କଣ୍ଟେଣ୍ଟକୁ ଦେଖିବା, ଭାଇରସ୍ ସ୍କାନ୍ କରିବା ଏବଂ power animation in firefox ପାଇଁ ସାହାଯ୍ୟ କରିଥା’ନ୍ତି
07:21 ଉଦାହରଣସ୍ଵରୂପ: Flash ହେଉଛି ଗୋଟିଏ plug-in ଯାହା ଭିଡିଓଗୁଡିକୁ ଦେଖିବା ପାଇଁ Firefox ବ୍ରାଉଜରରେ ଇନଷ୍ଟଲ୍ ହୋଇଥାଏ
07:28 Firefoxରେ ଇନଷ୍ଟଲ୍ ହୋଇଥିବା plug-inଗୁଡିକୁ ଦେଖନ୍ତୁ
07:33 Menu ବାରସ୍ଥିତ Toolsକୁ ଚୟନ କରିବା ସହିତ addonsରେ କ୍ଲିକ୍ କରନ୍ତୁ
07:38 addon manager ଟାବ୍ ଖୋଲିଯିବ. ବାମପଟ ପ୍ୟାନେଲରେ ଥିବା plug-ins ଉପରେ କ୍ଲିକ୍ କରନ୍ତୁ
07:45 ଡାହାଣପଟ ପ୍ୟାନେଲ୍ ବର୍ତ୍ତମାନ ଆପଣଙ୍କ କମ୍ପ୍ୟୁଟରରେ ଇନଷ୍ଟଲ୍ ହୋଇଥିବା plug-inଗୁଡିକୁ ପ୍ରଦର୍ଶିତ କରିବ
07:50 ଏବଂ plug-inଗୁଡିକୁ କିପରି ଇନଷ୍ଟଲ୍ କରିବେ?
07:53 ପ୍ରତ୍ୟେକ plug-inକୁ ସମ୍ପର୍କୀତ ୱେବସାଇଟରୁ ଡାଉନଲୋଡ୍ କରିବେ ଏବଂ ତା’ପରେ ନିଜ କମ୍ପ୍ୟୁଟରେ ଇନଷ୍ଟଲ୍ କରିବେ
08:01 ପ୍ରତ୍ୟେକ plug-inର ଇନଷ୍ଟଲଶନ୍ ପ୍ରକ୍ରିୟା ଭିନ୍ନ ହୋଇପାରେ
08:05 mozilla firefox ପାଇଁ ଉପଲବ୍ଧ ଥିବା plug-inଗୁଡିକ ବିଷୟରେ ଅଧିକ ଶିଖିବା ପାଇଁ ଏବଂ ସେଗୁଡିକୁ ଇନଷ୍ଟଲ୍ କରିବା ପାଇଁ ଥିବା ନିର୍ଦ୍ଦେଶାବଳୀଗୁଡିକ ସକାଷେ ଦୟାକରି mozilla websiteକୁ ଯା’ନ୍ତୁ
08:16 ଏହି ବ୍ରାଉଜରକୁ ବନ୍ଦ କରନ୍ତୁ
08:19 plug-inଗୁଡିକ ନିସ୍କ୍ରିୟ କରିବା ପାଇଁ, କେବଳ Disable ବଟନ୍ ଉପରେ କ୍ଲିକ୍ କରନ୍ତୁ
08:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:27 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

Quick Find ଲିଙ୍କ Firefox ସୀଙ୍କ ଏବଂ Plug-ins.

08:36 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି
08:38 Firefox ପାଇଁ ତିନୋଟି plug-inକୁ ଡାଉଅନଲୋଡ୍ କରିବା ସହିତ ସେଗୁଡିକୁ ଇନଷ୍ଟଲ୍ କରନ୍ତୁ
08:43 ଗୋଟିଏ Firefox Sync account ସୃଷ୍ଟି କରନ୍ତୁ. ଅନ୍ୟ କମ୍ପ୍ୟୁଟରରୁ ଆପଣ ଙ୍କ Firefox ବ୍ରାଉଜରକୁ ଆକ୍ସେସ୍ କରନ୍ତୁ
08:50 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:06 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:10 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:16 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:28 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ
09:31 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
09:36 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep